ଦଶପଲ୍ଲା- (୧୮/୨)ମଙ୍ଗଳବାର ଦଶପଲ୍ଲାରେ ଥିବା ମାମା ଗିଫ୍ଟ ହାଉସ୍ ଅଗ୍ନିକାଣ୍ଡ ଘଟି ବହୁ ଦାମୀ ଜିନିଷ ପୋଡିଯାଇଥିବା ଜଣାଯାଇଛି , ସଟ୍ ସର୍କିଟ ଯୋଗୁଁ ଏହି ଅଗ୍ନି କାଣ୍ଡ ଘଟିଥିବା ଜଣାଯାଇଛି, ଅଗ୍ନିକାଣ୍ଡରେ ବହୁ ଦାମିଦାମି ଜିନିଷ ପୋଡିଯାଇଥିବା ମାଲିକ ପୂର୍ଣ୍ଣଚନ୍ଦ୍ର ସେନାପତି ସୂଚନା ଦେଇଛନ୍ତି,ଖଵରପାଇ ଦଶପଲ୍ଲା ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆକୁ ଆୟତ କରିଥିଲା, କ୍ଷତିଗ୍ରସ୍ତ ଙ୍କୁ ସହାୟତା ଯୋଗାଇ ଦେଵାକୁ ଜନସାଧାରଣ ଦାବି ,
Post a Comment