ଦଶପଲ୍ଲା : ରବିବାର ଦିନ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଦଶପଲ୍ଲା ଶାଖା ତରଫରୁ ପିତୃମାତୃ ପୂଜନ ଦିବସ ପାଳିତ ହୋଇଯାଇଛି ସାତପାଟଣାର ,ପଣସ ପାଟଣା ସ୍ଥିତ ଗ୍ରାମ୍ୟ ଉନ୍ନୟନ କମିଟି ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଗ୍ରାମ୍ୟ କମିଟି ସଭାପତି ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ କୃଷ୍ଣ ପ୍ରିୟାଦେଵୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପୂର୍ଣ୍ଣମାସୀ ଦେଵୀ,ଆର ଏସ ଏସ ର ଖଣ୍ଡ ମୁଖ୍ୟ ଯୁଗଳ କିଶୋର ପ୍ରଧାନ , ଜଗନ୍ନାଥ ପ୍ରଧାନ, କାର୍ତ୍ତିକ ସାହୁ ପ୍ତଭାତସାହୁ,ମାନସ କୁମାର ସାହୁ,ଅଜୟ ବେହେରା, ହୃଷିକେଶ ପ୍ରଧାନ, ପିତବାସ ପଣ୍ଡା,ପ୍ରତାଫ ପ୍ରଧାନ, ସଞ୍ଜୟ ଦୋରା ଏବ ଧ୍ରୁବ ଚରଣ ସାହୁ।ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ, ଉକ୍ତ ଅଂଚଳର ବହୁ ଛାତ୍ରୀ ଛାତ୍ର ସମେତ ଅଭିଭାଵକ ଯୋଗଦାନ କରିଥିଲେ.
Post a Comment