//BREAKING//
Loading...

୩ଦିନ ଧରି ନାମଯଜ୍ଞ ଅନୁଷ୍ଠିତ


ଦଶପଲ୍ଲା : ୩ ଦିନ ଧରି ନାମ ଯଜ୍ଞ ଦଶପଲ୍ଲା ବ୍ଲକ ସ୍ଥିତ  କୁଲୁରୁକୁମ୍ପା ଠାରେ ଅନୁଷ୍ଠିତ ହୋଇଯାଇଅଛି ।ଏହି ନାମଯଜ୍ଞ ୩ ଦିନ ଧରି ଚାଲୁ ରହିଥିବା ବେଳେ ଏଥିରେ ସର୍ବମୋଟ ୫ଟି ଦଳ ଭାଗ ନେଇଥିଲେ । ନାମଯଜ୍ଞର ଅନ୍ତିମ ଦିନରେ ୫ ଦଳ ମଧ୍ୟରୁ ଗୋଟିଏ ଦଳକୁ ଚୟନ କରାଯାଇ ଅୟୋଜକ କମିଟି ପକ୍ଷରୁ ପୁରସ୍କୃତ କରାଯାଇଥିବା ଜଣାପଡ଼ିଛି।ଏହି କାର୍ଯ୍ୟକ୍ରମରେ ସଭାପତି ଭରତ କୁମାର ନାୟକ ,ସମ୍ପାଦକ ପ୍ରଫୁଲ୍ଲ କୁମାର ନାୟକ ଉପସ୍ଥିତ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଅଚ୍ୟୁତ କୁମାର ନାୟକ ,ପୂର୍ଣ୍ଣ ଚନ୍ଦ୍ର ନାୟକ ,ଅଶୋକ କୁମାର ନାୟକ ,ନିଶାନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ  ରାଜେନ୍ଦ୍ର କୁମାର ବେହେରା ସହଯୋଗ କରିଥିବା ଜଣାପଡିଥିଲା ।ଅନ୍ୟପକ୍ଷେ ସମୁଦାୟ ୫ଟି ଦଳ ମଧ୍ୟରୁ ଚୟନ କରାଯାଇଥିବା ଖଜୁରୀପଡ଼ା ସ୍ଥିତ ଡଙ୍ଗିସାହି ଦଳ କୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିଲା ।


Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe