କଟକ : ତାଳଚେର ର ଡଅରା ଅଞ୍ଚଳର ସୁବ୍ରତ କୁମାର ନାମକ ଜଣେ ଯୁବକ ଦେଖିବାକୁ ଆସିଥିଲେ କଟକ ବାଲିଯାତ୍ରା । ଠିକ୍ ସେତିକି ବେଳେ ଶୁଣିବାକୁ ପାଇଲେ କଟକ ବାଲିଯାତ୍ରା ପଡ଼ିଆ କୁ "ପରବ " ର ପ୍ରମୋସନ୍ ପାଇଁ ଆସିଛନ୍ତି ସିଦ୍ଧାନ୍ତ ମହାପାତ୍ର ।ସୁବ୍ରତଙ୍କ କହିବା ଅନୁଯାୟୀ ସେ ସିଦ୍ଧାନ୍ତ ମହାପାତ୍ରଙ୍କ ଜଣେ ବଡ଼ ପ୍ରଶଂସକ ସବୁବେଳେ ସିଦ୍ଧାନ୍ତଙ୍କ ଫଟୋ ସୁବ୍ରତଙ୍କ ମୋବାଇଲ ଓ ଘରେ ସେ ସାଇତି ରଖିଛନ୍ତି ଆଉ ସିଦ୍ଧାନ୍ତଙ୍କୁ ଦେଖିବା ପାଇଁ ସେ ସବୁବେଳେ ଚେଷ୍ଟା କରି ଆସୁଥିଲେ ହେଁ ସୁଯୋଗ ଟିଏ ପାଇ ପାରୁନଥିଲେ ଯେତେବେଳେ ସେ ଶୁଣିଲେ ବାଲିଯାତ୍ରା ପଡ଼ିଆ କୁ ସିଦ୍ଧାନ୍ତ ଆସୁଛନ୍ତି ସେ ସୁଯୋଗ କୁ ସେ ହାତଛଡ଼ା କରିବାକୁ ଚାହିଁନଥିଲେ ।
ଧାଇଁ ଯାଇଥିଲେ "ପରବ " ପ୍ରମୋସନ୍ ଷ୍ଟଲ ନିକଟକୁ ଏବଂ ପରେ ସେଠୀ ସିଦ୍ଧାନ୍ତ ଙ୍କୁ ଦେଖି ବେଶ୍ ଖୁସି ହୋଇଯାଇଥିଲେ ସୁବ୍ରତ ।ସେ କହିବା କଥା ସିଦ୍ଧାନ୍ତ ଙ୍କ ଭଳି ଜଣେ କଳାକାର ତାଙ୍କର ଅଭିନୟ ସମସ୍ତ ଙ୍କ ମନଙ୍କୁ ଛୁଇଁ ପାରିଛି ଏବଂ ସିଦ୍ଧାନ୍ତ ଙ୍କୁ ନିଜର ଆଇଡଲ ଭାବରେ ମଧ୍ୟ ଭାବିନେଇଛନ୍ତି ସୁବ୍ରତ ବୋଲି ସେ କହିଛନ୍ତି । ପରେ ସିଦ୍ଧାନ୍ତ ଯେତେବେଳେ ସୁବ୍ରତ ଙ୍କୁ କୁଣ୍ଢାଇ ପକାଇ ତାଙ୍କୁ "ପରବ " ସିନେମା ପ୍ରିଣ୍ଟେଡ ର ଏକ କପ୍ ଗିଫ୍ଟ ଦେଇଥିଲେ ସେତେବେଳେ ସୁବ୍ରତ ମଧ୍ୟ ବେଶ୍ ଖୁସି ହୋଇଯାଇଥିବା କହିଛନ୍ତି ।ପରିଶେଷରେ ସୁବ୍ରତ କହିଛନ୍ତି ଯଦି ସିଦ୍ଧାନ୍ତ ଭାଇଙ୍କ ସହ ଟିକେ ସୁଯୋଗ ମିଳେ ମୁଁ ଅଭିନୟ କରିବି ।

Post a Comment