//BREAKING//
Loading...

ଦିବ୍ୟାଙ୍ଗ ବ୍ୟକ୍ତି ହରିହର ସାହୁଙ୍କ ହତ୍ୟାକାଣ୍ଡ ଘଟଣାରେ ୯ ଅଭିଯୁକ୍ତ ଗିରଫ

 


ପୁରୀ: ପୁରୀ ରାଧାଗୋବିନ୍ଦ ଲେନର ଦିବ୍ୟାଙ୍ଗ ବ୍ୟକ୍ତି ହରିହର ସାହୁଙ୍କ ହତ୍ୟାକାଣ୍ଡ ଘଟଣା। ଟାଉନଥାନା ପୁଲିସର ବଡ ସଫଳତା। ଏହି ଘଟଣାକୁ ନେଇ ପୁରୀ ଏସପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସିଟି ଡିଏସପିଙ୍କ ନେତୃତ୍ବରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଟିମ୍।ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ସମୁଦାୟ ୯ ଜଣ ଗିରଫ। ଦୁଇଜଣ ଏବେ ବି ଫେରାର ଅଛନ୍ତି। ଗିରଫ ୯ ଜଣ ମଧ୍ୟରୁ ୭ ଜଣ ନାବାଳକ ଅପରାଧୀ। ଗତ ୮ ତାରିଖରେ ଘଟିଥିବା ଦିନେଶ୍ ଖୁଣ୍ଟିଆ ହତ୍ୟାକାଣ୍ଡ ଘଟଣାର ବଦଲା ନେବାପାଇଁ ହରିହରଙ୍କୁ ହତ୍ୟା କରାଯାଇଥିଲା। ମୃତ ଦିନେଶଙ୍କ ସହଯୋଗୀ ହତ୍ୟାକାଣ୍ଡରେ ସାମିଲ ଅଛନ୍ତି । ଖଜା ବ୍ୟବସାୟକୁ ନେଇ ହୋଇଥିଲା ହତ୍ୟାକାଣ୍ଡ |


Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe