ଦଶପଲ୍ଲା:ଦଶପଲ୍ଲାର ଭାରତ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରାର ରାମାୟଣ ପୋଥି ଅନୁକୂଳ କରାଯାଇଥିଲା ।ଶ୍ରୀ ରଘୁନାଥଜୀଉ ଓ ଶ୍ରୀ ହନୁମାନଜୀଉ ଙ୍କ ମନ୍ଦିର ସମ୍ମୁଖ ମଣ୍ଡପରେ ବିଧିବଦ୍ଧ ଭାବେ ଶ୍ରୀଜୀଉଙ୍କ ନିକଟରେ ଶ୍ରୀ ରଘୁନାଥଜୀଉ ଲଙ୍କାପୋଡ଼ି ଯାତ୍ରା କମିଟି ପକ୍ଷରୁ ପୂଜା କରାଯାଇ ଏହି ବିଧି ପାଳିତ ହୋଇଥିଲା । ପୁରାଣ ପଣ୍ଡା ମହେଶ୍ୱର ରଥଙ୍କ ସମେତ ନାଟ୍ୟଗୁରୁ ମଦନ ମୋହନ ସିଠ,ପରିଚାଳନା ସମିତି ସମ୍ପାଦକ ସୂର୍ଯ୍ୟମଣି ଦାସଙ୍କ ସମେତ ଶତାଧିକ କଳାକାର ଓ କମିଟି ସଦସ୍ୟ ଉପସ୍ଥିତ ଥିଲେ ।ଏହି ପରମ୍ପରା କେଉଁ ଆବାହାନ କାଳରୁ ପ୍ରଚଳିତ ହେଉଛି ।
Post a Comment